Saturday, 23 April 2011

ମୁଁ ସେହି ରୂପା ଚାନ୍ଦ ଟି..

ମୁଁ ସେହି ରୂପା ଚାନ୍ଦ ଟି..
ଯିଏ ଦେଖେ ମନେ ଜଳେ,
ଥାଏ ସଦା ବୋଲି ତାରା ମେଳେ
ହେଲେ ତାରା ମୋ ଠାରୁ ଅନେକ ଦୁରେ ଅଛି ||

ହଜାଇଛି କିଛି ଅବା ନିଜେ ମୁଁ ଯାଇଛି ହଜି
ବୁଝିଛି କି କିଛି ଅବା କିଛି ବି ପାରିନି ବୁଝି ?

ମୁଁ ସେହି ରୂପା ଚାନ୍ଦ ଟି...
କରୁଅଛି ଦେହ ନିତି
ବିରହ ର ଅସୀ ଧାରେ ଘୋଷି
ହେଲେ ମୋ ରୂପ ଦେଖି ହସେ କଈଁ ଟି ।।

No comments:

Post a Comment