Monday 25 April 2011

ହେ କୃଷ୍ଣ

ସେଇ ଯମୁନା କୂଳେ
କଦଂବ ମୂଳେ
ଜଗିଛି ମୁଁ
ଜଗିଛି ମୁଁ ତୁମକୁ......
ହେ କୃଷ୍ଣ |
ଦିନ, ରାତି, ସଞ୍ଜ, ସକାଳେ
ତୁମ ଛବି ଆଖି ରେ ଘାରେ....
ପ୍ରିତି ଭରା ସେ ହସ ଟେ ନେଇ
ଦିନେ ପୁଣି ଆସିବ କାଳେ......

ସବୁ ବଈଁଶି ସୂରେ
ଗୋରୁ ପଲେ
ଖୋଜୁଚି ମୁଁ
ଖୋଜୁଚି ମୁଁ ତୁମକୁ......
ହେ କୃଷ୍ଣ |

No comments:

Post a Comment