Saturday 3 June 2023

ଏଥୁ ଅନ୍ତେ ।

 ଥୁ ଅନ୍ତେ .. 

ଦେବ ଦୈତ୍ୟ ଭେଦ ମିଟେ 

କଚ୍ଛପ ର ପୃଷ୍ଠ ପରେ ପର୍ବତ ର ଭାର ଉଠେ

ମନ୍ଥନ ର ମାର୍ଗ ଦେଇ ଉଚ୍ଚୈଶ୍ରବା ନଭେ ଉଠେ

ହଳହଳା ବୃଷ୍ତି ଦେଖି ନୀଳକଣ୍ଠ ଜାଗି ଉଠେ

ଅମୃତ ର ପ୍ରାପ୍ତି ସହ ଯୁଦ୍ଧଭେରୀ ବାଜି ଉଠେ ।

ଏଥୁ ଅନ୍ତେ, 

ଛଳନା ର ଅଶୀଧାରେ ସ୍ୱରଭାନୁ ମୁଣ୍ଡ କଟେ । 


No comments:

Post a Comment