Sunday 11 March 2018

ଆଉ ଏକ ନଚିକେତା

ସବୁକିଛି ବୁଝି ମୁଁ ଭୂଲ୍ କରିଯାଏ
ଆଉ ଏକ ନଚିକେତା ମୁଁ
ମୋକ୍ଷର କାମନା କରି
ପୁନର୍ଜନ୍ମ ମାଗିଦିଏ ।

 

No comments:

Post a Comment