Tuesday 31 October 2017

ଆସ ଥରେ ..

ଶୀତ ସକାଳ ର ଖରା ଭଳି
ଆସ ଥରେ ବୁଲି ମୋ ଅଗଣା ରେ,
କାକର ରେ ଜୁଡୁବୁଡୁ ଫୁଲ ଯେତେ
ହସି ଉଠୁ ତୁମ ଉଷ୍ମତା ରେ ।
ହଟାଇ କୁହୁଡି ଦେଖାଇ ଦିଅ
ସୁନେଲି ସୁରୁଜ ଆକାଶ ରେ ॥



No comments:

Post a Comment